[Oriya] - Eithu Arambha (Authored by ଗୌରହରି ଦାସ)

From Get Premium Audiobook Collection in High Quality · 3:38:00

Show by thebookvoice.com

Please visit https://thebookvoice.com/podcasts/1/audiobook/830429 to listen full audiobooks. Title: [Oriya] - Eithu Arambha Author: ଗୌରହରି ଦାସ Narrator: ହୃଦାନନ୍ଦ ସାହୁ Format: Unabridged Audiobook Length: 3 hours 38 minutes Release date: August 31, 2021 Genres: Literary Fiction Publisher's Summary: ଉର୍ବଶୀ ପଚାରିଲା, 'ଆଜି ଏ ରାତିର କଥା ତମର ମନେରହିବ ପୁଲକ?' ପୁଲକ ଉତ୍ତର ଦେଲା, 'ସବୁଦିନେ!' ଉର୍ବଶୀ ପଚାରିଲା, 'ତୁମ ସହ ମୋର ସମ୍ପର୍କକୁ କେଉଁ ପରିଭାଷା ଦେବି?' ପୁଲକ କହିଲା, 'ନିର୍ଦ୍ଦିଷ୍ଟ ପରିଭାଷାର ଖୋଳପା ପିନ୍ଧାଇଦେଲେ ସମ୍ପର୍କ ଛୋଟ ହେଇଯାଏ! ବନ୍ଧୁ, ସ୍ୱାମୀ, ପ୍ରେମିକ, ପୁଅ, ଭାଇ - ଯାହା ବି କହିଲେ ପୁରୁଷର ନାରୀ ସହ ସମ୍ପର୍କ ଖୁବ ସୀମିତ ହୋଇଯାଏ! ଏହା ବାହାରେ ତ ସମ୍ପର୍କର ବିସ୍ତୀର୍ଣ୍ଣ ଆଲିଙ୍ଗନ ତଥାପି ରହିଛି! ତୁମେ ଆମର ସମ୍ପର୍କକୁ କିଛି ପରିଭାଷା ନଦେଲେ ବେଶୀ ଭଲ ହେବ!' ପୁଲକ ଆଉ ଉର୍ବଶୀଙ୍କ ଏମିତି ଏକ ପ୍ରେମଭରା କଥୋପକଥନ ପରେ କଣ ହେଲା ସେମାନଙ୍କର? ଶୁଣନ୍ତୁ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ମନଛୁଆଁ ଉପନ୍ୟାସ 'ଏଇଠୁ ଆରମ୍ଭ'...

More episodes of Get Premium Audiobook Collection in High Quality

More episodes

PodSearch is a free, independent podcast search engine. Read about PodSearch, the privacy policy or contact us.